ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ସାହୁ
ଜନ୍ମ (1990-06-29) ୨୯ ଜୁନ ୧୯୯୦ (ବୟସ ୩୫)
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ବୈବାହିକ-ସାଥୀସବ୍ୟସାଚୀ ମିଶ୍ର (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ)
ୱେବସାଇଟwww.archita.co.in
ଶ୍ରେଣୀ:Articles with hCards

ଅର୍ଚ୍ଚିତା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।

ବ୍ୟକ୍ତିଗତ ଜୀବନ

ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ ।[]

କଥାଚିତ୍ର ଜୀବନ

୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[][] ଅର୍ଚ୍ଚିତା, ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ମୁଁ ଏକା ତୁମର୨୦୧୩ସୁଶାନ୍ତ ମଣି
ଏସିପି ସାଗରିକା୨୦୧୩ବିରଞ୍ଚି ନାରାୟଣ ପଣ୍ଡା
ରଜାଝିଅ ସଂଗେ ହେଇଗଲା ଭାବ୨୦୧୨ସୁଧାଂଶୁ ସାହୁ
କେବେ ତମେ ନାହଁ କେବେ ମୁଁ ନାହିଁ୨୦୧୨ଚକ୍ରଧର ସାହୁ
ଥୁକୁଲ୍୨୦୧୨ପ୍ରଶାନ୍ତ ନନ୍ଦ
ଲୋଫର୍୨୦୧୧ଅଶୋକ ପତି
ତୋ ବିନା ମୋ କାହାଣୀ ଅଧା୨୦୦୭ସଞ୍ଜୟ ନାୟକ
ବାବୁ ଆଇ ଲଭ ୟୁ୨୦୦୫ସଞ୍ଜୟ ନାୟକ
ଓ ମାଇଁ ଲଭ୍୨୦୦୫

ପୁରସ୍କାର

ଆଧାର

  1. "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
  2. "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
  3. "କେବଳ ଦୁଇଜଣ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା!". ସମ୍ବାଦ. 5 September 2017. Archived from the original on 8 September 2017. Retrieved 8 September 2017.
  4. "Odisha 23rd state film awards announced | Business Standard". business-standard.com. Retrieved 16 November 2012. Archita Sahu was selected for the best actress award for her performance in 'Chocolate'

ଅଧିକ ତଥ୍ୟ

ଶ୍ରେଣୀ:୧୯୯୦ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:Articles with hCards ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:୧୯୯୦ ଜନ୍ମ